ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି

प्रविष्टि तिथि: 02 FEB 2022 9:55PM by PIB Bhubaneswar

ଏନ୍ଡବ୍ଲ୍ୟୁଏମ୍ରେ ମାନିକ ବାତ୍ରା ଭିଡିଓ ସେୟାର କରିଛନ୍ତି

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଗସ୍ତରେ ଥିବା ଟେବୁଲ ଟେନିସ ଖେଳାଳି ମାନିକ ବାତ୍ରାଙ୍କ ଏକ ଭିଡିଓକୁ ଟୁଇଟ୍ଯୋଗେ ସେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଭାରତର ଗର୍ବ ଏବଂ କ୍ରୀଡା ଚାମ୍ପିଅନ୍ ମାନିକ ଚମତ୍କାର ଭାବରେ ତାଙ୍କର ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାର ଅଭିଜ୍ଞତା ସେୟାର କରିଛନ୍ତି

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ସ୍କାରକୀ ପରିଦର୍ଶନ କରନ୍ତୁ

HS


(रिलीज़ आईडी: 1795023) आगंतुक पटल : 238
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam