ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଭାରତୀୟ ତଟରକ୍ଷୀ ବାହିନୀକୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

Posted On: 01 FEB 2022 9:35AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ତଟରକ୍ଷୀ ବାହିନୀ ପରିବାରକୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି 

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତୀୟ ତଟରକ୍ଷୀ ବାହିନୀ ପରିବାରକୁ ସେମାନଙ୍କର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା 

ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ସଂଗଠନ, ଆମର ତଟରକ୍ଷୀ ବାହିନୀ ହେଉଛି ଏକ ଦକ୍ଷ ଉତ୍କୃଷ୍ଟ ଦଳ, ଯେଉଁମାନେ ଆମର ଉପକୂଳକୁ ନିରନ୍ତର ଭାବରେ ସୁରକ୍ଷିତ କରନ୍ତି ଏବଂ ମାନବିକତାର କାର୍ଯ୍ୟକଳାପରେ ମଧ୍ୟ ଆଗରେ ରହିଥାନ୍ତି ।”

HS



(Release ID: 1794227) Visitor Counter : 130