ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ କାର୍ଟୁନିଷ୍ଟ ଶ୍ରୀ ନାରାୟଣ ଦେବନାଥ ଜୀଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି

प्रविष्टि तिथि: 18 JAN 2022 2:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କାର୍ଟୁନିଷ୍ଟ ଶ୍ରୀ ନାରାୟଣ ଦେବନାଥ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଶ୍ରୀ ନାରାୟଣ ଦେବନାଥ ଜୀ ତାଙ୍କ କାର୍ଯ୍ୟ, କାର୍ଟୁନ୍ ଏବଂ ଉଦାହରଣ ମାଧ୍ୟମରେ ଅନେକଙ୍କ ଜୀବନକୁ ଆଲୋକିତ କରିଛନ୍ତି ତାଙ୍କର କାର୍ଯ୍ୟଶୈଳୀ ତାଙ୍କର ବୌଦ୍ଧିକ ଦକ୍ଷତାକୁ ପ୍ରତିଫଳିତ କରିଥିଲା ସେ ସୃଷ୍ଟି କରିଥିବା ଚରିତ୍ରଗୁଡ଼ିକ ସବୁଦିନ ପାଇଁ ଲୋକପ୍ରିୟ ରହିବେ ତାଙ୍କର ବିୟୋଗରେ ଅତ୍ୟନ୍ତ ଦୁଃଖିତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଓମ୍ ଶାନ୍ତି

HS


(रिलीज़ आईडी: 1790759) आगंतुक पटल : 173
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam