ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଯେଉଁମାନେ କୋଭିଡ୍ ସତର୍କତା ଡୋଜ ପାଇବାକୁ ଯୋଗ୍ୟ ଅଟନ୍ତି, ସେମାନଙ୍କୁ ଟୀକା ନେବାପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି
प्रविष्टि तिथि:
10 JAN 2022 10:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେଉଁମାନେ କୋଭିଡ ସତର୍କତା ଡୋଜ ପାଇବାକୁ ଯୋଗ୍ୟ ଅଟନ୍ତି କାରଣ ଭାରତ ସାବଧାନତା ଅବଲମ୍ବନ କରିବା ଆରମ୍ଭ କରିଛି । ଯେଉଁମାନେ ଆଜି ଟୀକାକରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ସର୍ତକତା ଡୋଜ୍ ଦେବା ଆରମ୍ଭ କରିଛି । ଯେଉଁମାନେ ଟୀକାକରଣ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ । ମୁଁ ଟୀକାକରଣ କରିବାକୁ ଯୋଗ୍ୟ ଥିବା ସମସ୍ତଙ୍କୁ ଅନୁରୋଧ କରିବି । ଯେହେତୁ ଆମେ ସମସ୍ତେ ଜାଣୁ, କୋଭିଡ-୧୯ ସହିତ ଲଢିପାଇଁ ପ୍ରଭାବଶାଳୀ ମାଧ୍ୟମ ମଧ୍ୟରେ ଟୀକାକରଣ ରହିଛି ।“
HS
(रिलीज़ आईडी: 1789140)
आगंतुक पटल : 253
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam