ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସନ୍ତୁ ଆମେ ଉତ୍ସାହ ବଜାୟ ରଖିବା ଓ କ୍ରୀଡାକ୍ଷେତ୍ରରେ ସଫଳତା ପାଇଁ ଆମ ଯୁବପୀଢିଙ୍କୁ ପ୍ରେରିତ କରିବା: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 DEC 2021 9:29AM by PIB Bhubaneshwar
କ୍ରୀଡା ପ୍ରତି ସୃଷ୍ଟି ହୋଇଥିବା ଉତ୍ସାହକୁ ବଜାୟ ରଖିବା ସହ ଯୁବପୀଢିଙ୍କୁ ସଫଳତା ପାଇଁ ପ୍ରେରିତ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ଦୂରଦର୍ଶନ ନ୍ୟୁଜର ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହି ଟ୍ୱିଟ ଆପଣଙ୍କୁ ଆନନ୍ଦିତ କରିବ ।
ଆସନ୍ତୁ ଉତ୍ସାହ ବଜାୟ ରଖିବା ଓ କ୍ରୀଡାକ୍ଷେତ୍ରରେ ସଫଳତା ପାଇଁ ଆମ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇବା ।”
SR
(ରିଲିଜ ଆଡି: 1778253)
ପରିଦର୍ଶକ କାଉଣ୍ଟର : 201
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam