ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ପୋଷ୍ଟ କରାଯିବା ଦିନାଙ୍କ: 03 DEC 2021 5:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ କହିଛନ୍ତି,

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ, ମୁଁ ଭାରତର ପ୍ରଗତିରେ ଭିନ୍ନକ୍ଷମଙ୍କ ଅତୁଳନୀୟ ସଫଳତା ଏବଂ ଅବଦାନକୁ ପ୍ରଶଂସା କରିବାକୁ ଚାହେଁ ସେମାନଙ୍କର ଜୀବନ ଯାତ୍ରା, ସାହସ ଏବଂ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟକ ଅଟେ

ଭାରତ ସରକାର ଭିନ୍ନକ୍ଷମମାନଙ୍କୁ ସଶକ୍ତ କରୁଥିବା ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ସମାନତା, ଉପଲବ୍ଧତା ଏବଂ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି

HS


(ରିଲିଜ ଆଡି: 1777883) ପରିଦର୍ଶକ କାଉଣ୍ଟର : 191