ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଜନିତ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2021 6:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ୍ଜଗନ୍ ମୋହନ ରେଡ୍ଡୀଙ୍କ ସହ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ପରିସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି ଶ୍ରୀ ମୋଦୀ କେନ୍ଦ୍ରରୁ ସମସ୍ତ ପ୍ରକାର ସହାୟତାକୁ ନିଶ୍ଚିତ କରିଛନ୍ତି

ଏକ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଜଗନ ଗାରୁଙ୍କ ସହିତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜନିତ ପରିସ୍ଥିତି ସମ୍ପର୍କରେ କଥା ହେଲି କେନ୍ଦ୍ରର ସମସ୍ତ ପ୍ରକାର ସମର୍ଥନ ନିଶ୍ଚିତ କାଲି ମୁଁ ସମସ୍ତଙ୍କର ମଙ୍ଗଳ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରୁଛି

HS


(ରିଲିଜ ଆଡି: 1773372) ପରିଦର୍ଶକ କାଉଣ୍ଟର : 212