ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିବା ଆକାଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
06 NOV 2021 8:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବକ୍ସିଂ ଚମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆକାଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭଲ କଲ ଆକାଶ! ବିଶ୍ୱ ବକ୍ସିଂ ଚମ୍ପିଅନସିପ୍ ରେ ସମ୍ମାନଜନକ ପଦକ ପାଇଁ ଅଭିନନ୍ଦନ
ଏହି ସଫଳତା ଯୁବ ବକ୍ସରମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିବ । ଆପଣଙ୍କୁ ଆପଣଙ୍କର ଭବିଷ୍ୟତ ପ୍ରୟାସ ପାଇଁ ବହୁତ ବହୁତ ଶୁଭେଚ୍ଛା ।”
HS
(रिलीज़ आईडी: 1769789)
आगंतुक पटल : 233
इस विज्ञप्ति को इन भाषाओं में पढ़ें:
Punjabi
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam