ପୋଷ୍ଟ କରାଯିବା ଦିନାଙ୍କ:
07 OCT 2021 10:25AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ଆଜି ୨୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ମାଇଁଗଭଇଣ୍ଡିଆ ସେବା ସମର୍ପଣ କ୍ୱିଜ ପ୍ରତିଯୋଗିତା ଆୟୋଜନ କରୁଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଶାସନ ମୁଖ୍ୟ ଭାବେ ପିଏମ@ ନରେନ୍ଦ୍ରମୋଦୀ ଆଜି, ଅକ୍ଟୋବର ୭ରେ ୨୦ ବର୍ଷ ପୂରଣ କରିଛନ୍ତି । ସେ ପ୍ରାୟତଃ ନିଜକୁ ଆତ୍ମନିର୍ଭର ଭାରତ ପାଇଁ କାମ କରୁଥିବା ପ୍ରଧାନ ସେବକ କହିଥାନ୍ତି । ଏହି ୨୦ ବର୍ଷରେ ଦେଶ ନିର୍ମାଣର ବିଭିନ୍ନ ଦିଗ ସମ୍ପର୍କରେ @ମାଇଁଗଭଇଣ୍ଡିଆରେ ଏହି କ୍ୱିଜରେ ଭାଗ ନିଅନ୍ତୁ: https://t.co/nEYpBCltGN”
SR