ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ଲାକଷ୍ଟୋନ ଅଧ୍ୟକ୍ଷ, ସିଇଓ ଓ ସହ-ପ୍ରତିଷ୍ଠାତା ଶ୍ରୀ ଷ୍ଟିଫେନ ସ୍ୱାର୍ଜମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 23 SEP 2021 9:27PM by PIB Bhubaneshwar

ବ୍ଲାକଷ୍ଟୋନ ଅଧ୍ୟକ୍ଷ, ସିଇଓ ଓ ସହ-ପ୍ରତିଷ୍ଠାତା ଶ୍ରୀ ଷ୍ଟିଫେନ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଭାରତରେ ବ୍ଲାକଷ୍ଟୋନର ଚାଲିଥିବା ପ୍ରକଳ୍ପ ଓ ଭିତ୍ତିଭୂମି ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ସମ୍ପର୍କରେ ଶ୍ରୀ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାତୀୟ ଭିତ୍ତିଭୂମି ପାଇପଲାଇନ ଓ ଜାତୀୟ ମୁଦ୍ରୀକରଣ ପାଇପଲାଇନ ଅନ୍ତର୍ଗତ ଭାରତରେ ନିବେଶର ସୁଯୋଗ ସମ୍ପର୍କରେ ଉଭୟେ ଆଲୋଚନା କରିଥିଲେ ।  

 

SR


(रिलीज़ आईडी: 1757511) आगंतुक पटल : 202
इस विज्ञप्ति को इन भाषाओं में पढ़ें: Malayalam , Tamil , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Telugu , Kannada