ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଡୋବ ସଭାପତି ତଥା ସିଇଓ ଶ୍ରୀ ଶାନ୍ତନୁ ନାରାୟଣଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 23 SEP 2021 8:20PM by PIB Bhubaneshwar

ଆଡୋବ ସଭାପତି ତଥା ସିଇଓ ଶ୍ରୀ ଶାନ୍ତନୁ ନାରାୟଣ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଜାରି ରହିଥିବା ଯୌଥ ପ୍ରକଳ୍ପ ଓ ଭାରତରେ ଭବିଷ୍ୟତ ନିବେଶ ଯୋଜନା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଭାରତର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ ଓ ସ୍ୱାସ୍ଥ୍ୟ, ଶିକ୍ଷା, ଗବେଷଣା ଏବଂ ବିକାଶ ଭଳି କ୍ଷେତ୍ରରେ ନୂଆ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।

 

SR



(Release ID: 1757487) Visitor Counter : 104