ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ର୍ନିବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 22 SEP 2021 9:54AM by PIB Bhubaneshwar

ର୍ନିବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ର୍ନିବାଚନରେ ତୁମର ବିଜୟ ପାଇଁ ଅଭିନନ୍ଦନ! ମୁଁ ଭାରତ-କାନାଡା ସମ୍ପର୍କକୁ ଆହୁରି ମଝବୁତ କରିବା ସହିତ ବିଶ୍ୱ ତଥା ବହୁପକ୍ଷୀୟ ପ୍ରସଙ୍ଗରେ ଆମର ସହଯୋଗ ଜାରି ରଖିବାକୁ ଅପେକ୍ଷା କରିଛି

HS



(Release ID: 1756971) Visitor Counter : 219