ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ୧୮୯୩ର ସାରଗର୍ଭକ ଭାଷଣକୁ ମନେ ପକାଇଲେ

ପୋଷ୍ଟ କରାଯିବା ଦିନାଙ୍କ: 11 SEP 2021 11:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ୧୮୯୩ ଚିକାଗୋର ସାରଗର୍ଭକ ଭାଷଣର ଆବେଗରେ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ତଥା ଅର୍ନ୍ତଭୁକ୍ତି ବିଶ୍ୱ ସୃଷ୍ଟି କରିବାର କ୍ଷମତା ରଖିଛି ।

ପ୍ରତୀକାତ୍ମକ ଭାଷଣର ବାର୍ଷିକୀ ପାଳନ ଅବସରରେ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ସାରଗର୍ଭକ ୧୮୯୩ ଭାଷଣକୁ ମନେ ପକାଇବା, ଯାହା ଭାରତୀୟ ସଂସ୍କୃତିର ମହତ୍ୱକୁ ସୁନ୍ଦର ଭାବରେ ଦର୍ଶାଇଥିଲା । ତାଙ୍କ ଭାଷଣର ଆବେଗ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ଏବଂ ଅନ୍ତର୍ଭୂକ୍ତି ବିଶ୍ୱ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି ।

 

HS


(ରିଲିଜ ଆଡି: 1754404) ପରିଦର୍ଶକ କାଉଣ୍ଟର : 253