ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସମ୍ବତ୍ସରି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ
ପୋଷ୍ଟ କରାଯିବା ଦିନାଙ୍କ:
10 SEP 2021 8:50PM by PIB Bhubaneshwar
ସମ୍ବତ୍ସରି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“କ୍ଷମା ହୃଦୟର ବ୍ୟାପକତାକୁ ଦର୍ଶାଏ । ଦୟାଳୁ ହେବା ସହ କ୍ଷମା ଦେବା ଓ ଅନ୍ୟ ପ୍ରତି ଖରାପ ଭାବନା ନରଖିବା ଆମ ସଂସ୍କୃତିର ଅଂଶବିଶେଷ ।
ମିଚ୍ଛାମି ଦୁକ୍କଦମ!
ପୂର୍ବରୁ ସମ୍ବତ୍ସରି ସମ୍ପର୍କରେ ଦେଇଥିବା ବକ୍ତବ୍ୟ ଶୁଣିବା ପାଇଁ https://t.co/cWZppmn0PM”
SR
(ରିଲିଜ ଆଡି: 1754026)
ପରିଦର୍ଶକ କାଉଣ୍ଟର : 277
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam