ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରାଲିମ୍ପିକ୍ସ କ୍ରୀଡାରେ ହାଇ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
31 AUG 2021 6:06PM by PIB Bhubaneshwar
ଟୋକିଓ ପାରାଲିମ୍ପିକ୍ସ କ୍ରୀଡାରେ ହାଇ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଅବିସ୍ମରଣୀୟ ବ୍ରୋଞ୍ଜ ପଦକ ଜିତି ଶରଦ କୁମାର ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଆଣିଛନ୍ତି । ତାଙ୍କ ଜୀବନ ଯାତ୍ରା ଅନେକଙ୍କୁ ଉତ୍ସାହିତ କରିବ । ତାଙ୍କୁ ଅଭିନନ୍ଦନ ।
HS
(रिलीज़ आईडी: 1750859)
आगंतुक पटल : 150
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam