ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ କ୍ରୀଡ଼ାରେ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଅବନୀ ଲେଖାରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 AUG 2021 9:22AM by PIB Bhubaneshwar

ଟୋକିଓଠାରେ ଅନୁଷ୍ଠିତ ପାରାଲିମ୍ପିକ୍ସ କ୍ରୀଡ଼ାରେ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖାରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଚମକ୍ରାର ପ୍ରଦର୍ଶନ ଅବନୀ ଲେଖାରା! ଏକ କଷ୍ଟାର୍ଜିତ ତଥା ହକଦାରଯୋଗ୍ୟ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା । ଆପଣଙ୍କ କଠିନ ପରିଶ୍ରମଜନିତ ସ୍ୱଭାବ ଏବଂ ସୁଟିଙ୍ଗ ପ୍ରତି ପ୍ରଗାଢ଼ ଉତ୍ସାହ ଯୋଗୁ ଏହା ସମ୍ଭବ ହୋଇପାରିଛି । ବାସ୍ତବରେ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ଅନନ୍ୟ ମୁହୂର୍ତ୍ତ । ଭବିଷ୍ୟତର ଉକ୍ରୃଷ୍ଟ ପ୍ରୟାସ ନିମନ୍ତେ ଶୁଭକାମନା ।’’

SR



(Release ID: 1750412) Visitor Counter : 241