ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରାଲିମ୍ପିକ୍ସ ଗେମ୍ସର ପୁରୁଷ ହାଇଜମ୍ପ ଟି-୪୭ରେ ରୌପ୍ୟ ପଦକ ବିଜେତା ନିଶାଦ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
29 AUG 2021 5:44PM by PIB Bhubaneshwar
ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ପୁରୁଷ ହାଇଜମ୍ପ ଟି-୪୭ରେ ରୌପ୍ୟ ପଦକ ବିଜେତା ନିଶାଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଟୋକିଓରୁ ପୁଣି ଖୁସି ଖବର ଆସିଛି! ପୁରୁଷ ହାଇଜମ୍ପ ଟି-୪୭ରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବାରୁ ବେଶ ଖୁସି । ସେ ଉନ୍ନତ ଦକ୍ଷତା ଓ ଦୃଢ ମନୋବଳ ସମ୍ପନ୍ନ ଜଣେ ଅସାଧାରଣ ଆଥଲେଟ । ତାଙ୍କୁ ଅଭିନନ୍ଦନ ।#ପାରାଲିମ୍ପିକ୍ସ”
SR
(Release ID: 1750256)
Visitor Counter : 197
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam