ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରାଲିମ୍ପିକ୍ସ ଗେମ୍ସର ଟେବଲ ଟେନିସରେ ରୌପ୍ୟ ପଦକ ବିଜେତା ଭାବିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
29 AUG 2021 9:06AM by PIB Bhubaneshwar
ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ଟେବଲ ଟେନିସରେ ରୌପ୍ୟ ପଦକ ବିଜେତା ଭାବିନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଭାବିନା ପଟେଲ ଏକ ଉଲ୍ଲେଖନୀୟ ଇତିହାସ ସୃଷ୍ଟି କଲେ! ସେ ଭାରତକୁ ଐତିହାସିକ ରୌପ୍ୟ ପଦକ ଆଣିଛନ୍ତି । ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କ ଜୀବନ ଯାତ୍ରା ପ୍ରେରଣାଦାୟୀ ଓ ଖେଳ ପ୍ରତି ଅଧିକରୁ ଅଧିକ ଯୁବପୀଢିଙ୍କୁ ଆକର୍ଷିତ କରିବ । #ପାରାଲିମ୍ପିକ୍ସ”
SR
(Release ID: 1750143)
Visitor Counter : 191
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam