ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଚାରିଟି ସ୍ଥାନକୁ ରାମସାର ମାନ୍ୟତା ମିଳିବା ଆମ ପାଇଁ ଗର୍ବର କଥା: ପ୍ରଧାନମନ୍ତ୍ରୀ
Posted On:
14 AUG 2021 6:54PM by PIB Bhubaneshwar
ଭାରତର ଚାରିଟି ସ୍ଥାନ ରାମସାର ମାନ୍ୟତା ପାଇବା ଆମ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତର ଚାରିଟି ସ୍ଥାନ ରାମସାର ମାନ୍ୟତା ପାଇବା ଆମ ପାଇଁ ଗର୍ବର କଥା । ପ୍ରାକୃତିକ ବାସସ୍ଥଳୀ ସଂରକ୍ଷଣ, ବୃକ୍ଷ ଓ ଜୀବଜନ୍ତୁ ସଂରକ୍ଷଣ ପାଇଁ ପଦକ୍ଷେପ ଓ ସବୁଜ ଗ୍ରହ ନିର୍ମାଣ ଭଳି ଭାରତର ବେଶ ପୁରୁଣା ନୀତିକୁ ଦର୍ଶାଉଛି ।”
SR
(Release ID: 1745941)
Read this release in:
Urdu
,
English
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam