ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ: ପ୍ରଧାନମନ୍ତ୍ରୀ
प्रविष्टि तिथि:
05 AUG 2021 5:42PM by PIB Bhubaneshwar
ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଦୀପକ ଧୈର୍ଯ୍ୟ ଓ ପ୍ରତିଭାର ଗନ୍ତାଘର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ । ସେ ଧୈର୍ଯ୍ୟ ଓ ପ୍ରତିଭାର ପାଓ୍ୱାରହାଉସ । ଦୀପକଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।#Tokyo2020”
SR
(रिलीज़ आईडी: 1742995)
आगंतुक पटल : 214
इस विज्ञप्ति को इन भाषाओं में पढ़ें:
Manipuri
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam