ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ: ପ୍ରଧାନମନ୍ତ୍ରୀ

Posted On: 05 AUG 2021 5:42PM by PIB Bhubaneshwar

ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଦୀପକ ଧୈର୍ଯ୍ୟ ଓ ପ୍ରତିଭାର ଗନ୍ତାଘର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୀପକ ପୁନିଆ ଅଳ୍ପକେ କାଂସ୍ୟ ପଦକ ହରାଇଲେ ହେଲେ ଆମ ହୃଦୟ ଜିତିଲେ । ସେ ଧୈର୍ଯ୍ୟ ଓ ପ୍ରତିଭାର ପାଓ୍ୱାରହାଉସ । ଦୀପକଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।#Tokyo2020

SR



(Release ID: 1742995) Visitor Counter : 34