ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦରଭଙ୍ଗା ବିମାନ ବନ୍ଦର ବିହାରର ପ୍ରଗତି ପାଇଁ ଆବଶ୍ୟକ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
23 JUL 2021 7:41PM by PIB Bhubaneswar
ଦରଭଙ୍ଗା ବିମାନ ବନ୍ଦର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବିହାରର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।
ଜଣେ ୟୁଜରଙ୍କ ଟୁଇଟ୍ର ଉତ୍ତର ରଖି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଜାଣି ଖୁସି ଲାଗିଲା!
ବିମାନ ଚଳାଚଳ କ୍ଷେତ୍ରରେ ଆମେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଏବଂ ଏହାକୁ ଆରାମଦାୟକ କରିବା ଦିଗରେ କାର୍ଯ୍ୟ କରୁଛୁ।
ଦରଭଙ୍ଗା ବିମାନ ବନ୍ଦର, ବିହାରର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛି।”
**********
P.S.
(रिलीज़ आईडी: 1738590)
आगंतुक पटल : 231
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam