ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2021 8:20AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏକ ଟ୍ଵିଟ୍  ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,

“ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ମୁଁ ତାଙ୍କୁ ପ୍ରଣିପାତ କରୁଛି । ତାଙ୍କର ଉନ୍ନତ  ଆଦର୍ଶ ଆମ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରୁଛି । ଭାରତର ଏକତା ଓ ପ୍ରଗତି ଦିଗରେ ଡଃ ମୁଖାର୍ଜୀ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ନିଜକୁ ଜଣେ ଉଲ୍ଲେଖନୀୟ ବିଦ୍ୱାନ ଏବଂ ବୁଦ୍ଧିଜୀବୀ ଭାବେ ପରିଚିତ କରାଇଥିଲେ ।

 

**********

TRP/


(ରିଲିଜ ଆଡି: 1733058) ପରିଦର୍ଶକ କାଉଣ୍ଟର : 230