ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁଡୁଚେରୀରେ ନୂତନ ଭାବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 27 JUN 2021 6:08PM by PIB Bhubaneswar

ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ମୋର ଶୁଭ କାମନା ଏହି ଦଳ ଦୃଢତାର ସହ କାର୍ଯ୍ୟ କରନ୍ତୁ ଏବଂ ସୁନ୍ଦର ପୁଡୁଚେରୀ ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରନ୍ତୁ”

 

**********

TRP/


(रिलीज़ आईडी: 1730756) आगंतुक पटल : 197
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam