ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସ୍କାର ଓ ନୀତି ନିର୍ଦ୍ଧାରଣ ଉପରେ ବ୍ଲଗ ପୋଷ୍ଟ ସେୟାର କଲେ ପ୍ରଧାନମନ୍ତ୍ରୀ

ଇଚ୍ଛାଶକ୍ତି ଓ ପ୍ରୋତ୍ସାହନ ମାର୍ଗରେ ସୁଧାର

Posted On: 22 JUN 2021 2:50PM by PIB Bhubaneshwar

କୋଭିଡ ମହାମାରୀ ସମୟରେ ସଂସ୍କାର, କେନ୍ଦ୍ର ଓ ରାଜ୍ୟ ଭାଗିଦାରୀ, ଅଭିନବ ନୀତି ନିର୍ଦ୍ଧାରଣ ଉପରେ ନିଜର ବ୍ଲଗ ପୋଷ୍ଟକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ପୋଷ୍ଟ ଲିଙ୍କ୍ଡଇନ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଇଚ୍ଛାଶକ୍ତି ଓ ପ୍ରୋତ୍ସାହନ ମାର୍ଗରେ ସଂସ୍କାର ... କୋଭିଡ ମହାମାରୀ ସମୟରେ କେନ୍ଦ୍ର ରାଜ୍ୟ ଭାଗିଦାରୀ ଭାବନା ନେଇ ଅଭିନବ ନୀତି ନିର୍ଦ୍ଧାରଣ ଉପରେ ମୋର ଲିଙ୍କ୍ଡଇନପୋଷ୍ଟ” ।

https://www.linkedin.com/pulse/reforms-conviction-incentives-narendra-modi/?published=t

 

**********

PS



(Release ID: 1729498) Visitor Counter : 202