ରସାୟନ ଓ ସାର ମନ୍ତ୍ରଣାଳୟ
ବ୍ଲାକ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଭାରତ ପର୍ଯ୍ୟାପ୍ତ ପରିମାଣର ଲିପୋସୋମାଲ ଆମ୍ଫୋଟେରେସିନ୍-ବି ଔଷଧ ମହଜୁଦ୍ ରଖିବ: ଶ୍ରୀ ମନସୁଖ ମାଣ୍ଡବୀୟ
ମୋଟ ୭,୨୮,୦୪୫ ଭାଏଲ ଲିପୋସୋମାଲ ଆମ୍ଫୋଟେରେସିନ-ବି ୨୦୨୧ ଜୁନ ୧୭ ସୁଦ୍ଧା ସବୁ ରାଜ୍ୟ ଓ କେନ୍ଦ୍ରୀୟ ପ୍ରତିଷ୍ଠାନକୁ ଯୋଗାଇ ଦିଆଯାଇଛି
Posted On:
18 JUN 2021 2:16PM by PIB Bhubaneshwar
୨୦୨୧ ଜୁନ ୧୬ତାରିଖ ସୁଦ୍ଧା ଦେଶରେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଥିଲା ୨୭, ୧୪୨ । ଭବିଷ୍ୟତରେ ଯଦି ଏହି ରୋଗର ସଂକ୍ରମଣ ବଢେ ତାହାର ମୁକାବିଲା କରିବା ପାଇଁ ଯଥେଷ୍ଟ ପରିମାଣର ଲିପୋସୋମଲ ଆମ୍ଫୋଟେରେସିନ୍ ମହଜୁଦ୍ ରଖିବାକୁ ଭାରତ ପ୍ରସ୍ତୁତ ।
ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ରସାୟନ ଓ ସାର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ଭାରତରେ ଏହି ଔଷଧର ଉତ୍ପାଦନ ପାଞ୍ଚ ଗୁଣରୁ ଅଧିକ ବଢାଇ ଦିଆଯାଇଛି । ଏପ୍ରିଲ ୨୦୨୧ରେ ଏହି ଔଷଧର ଉତ୍ପାଦନ ପରିମାଣ ଥିଲା ମାତ୍ର ୬୨ ହଜାର ଭାଏଲ । ଚଳିତଜୁନ ଶେଷ ସୁଦ୍ଧା ଏହି ଉତ୍ପାଦନ ୩. ୭୫ଲକ୍ଷ ଭାଏଲରୁ ଅଧିକରେ ପହଞ୍ଚିବ ।
ସେ କହିଛନ୍ତି ଯେ ଏହି ଔଷଧର ଘରୋଇ ଉତ୍ପାଦନ ଭାରତ ବଢାଇବା ସହିତ ମାଏଲାନ୍ କମ୍ପାନୀ ଜରିଆରେ ବିଦେଶରୁ ୯,୦୫, ୦୦୦ ଭାଏଲ ଆମଦାନୀ କରିବାକୁ ବରାଦ ଦେଇଛି । ଦେଶରେ ଆମ୍ପୋଟେରେସିନ୍-ବି ଔଷଧର ଅଭାବ ଯେପରି ନ ରହେ, ସେଥିପାଇଁ ସରକାର ସବୁପ୍ରକାର ଉଦ୍ୟମ କରୁଛନ୍ତି ।
ରସାୟନ ଓ ସାର ମନ୍ତ୍ରଣାଳୟର ଔଷଧପତ୍ର ବିଭାଗ ଇତିମଧ୍ୟରେ ସବୁ ରାଜ୍ୟ ଓ କେନ୍ଦ୍ରୀୟ ଚିକିତ୍ସା ପ୍ରତିଷ୍ଠାନକୁ ୭, ୨୮, ୦୪୫ ଭାଏଲ ଲିପୋସୋମାଲ ଆମ୍ପୋଟେରେସିନ୍-ବି ଔଷଧ ଚଳିତମାସ (ଜୁନ)୧୭ ତାରିଖ ସୁଦ୍ଧା ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡିଶାକୁ ଏଯାଏ ୧୨୬୦ ଭାଏଲ ଏହି ଔଷଧ ମିଳିଛି । ଏହି ଔଷଧ ଯୋଗାଣର ରାଜ୍ୟୱାରୀ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।
Sr. No.
|
State/UT
|
Total Vials
|
1
|
A&N Islands
|
0
|
2
|
Andhra Pradesh
|
47510
|
3
|
Arunachal Pradesh
|
0
|
4
|
Assam
|
200
|
5
|
Bihar
|
8540
|
6
|
Chandigarh
|
2800
|
7
|
Chhattisgarh
|
4720
|
8
|
D&D & D&N
|
500
|
9
|
Delhi
|
21610
|
10
|
Goa
|
740
|
11
|
Gujarat
|
148410
|
12
|
Haryana
|
25560
|
13
|
Himachal Pradesh
|
470
|
14
|
J&K(UT)
|
600
|
15
|
Jharkhand
|
2030
|
16
|
Karnataka
|
52620
|
17
|
Kerala
|
2030
|
18
|
Ladakh (UT)
|
0
|
19
|
Lakshadweep
|
0
|
20
|
Madhya Pradesh
|
49770
|
21
|
Maharashtra
|
150265
|
22
|
Manipur
|
150
|
23
|
Meghalaya
|
0
|
24
|
Mizoram
|
0
|
25
|
Nagaland
|
100
|
26
|
Odisha
|
1260
|
27
|
Puducherry
|
460
|
28
|
Punjab
|
8280
|
29
|
Rajasthan
|
63070
|
30
|
Sikkim
|
0
|
31
|
Tamil Nadu
|
25260
|
32
|
Telangana
|
34350
|
33
|
Tripura
|
150
|
34
|
Uttar Pradesh
|
39290
|
35
|
Uttarakhand
|
3380
|
36
|
West Bengal
|
2640
|
37
|
Central Institutions
|
31280
|
|
Total
|
728045
|
****
TKM / SLP
(Release ID: 1728346)
Visitor Counter : 265
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam