ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ତାଜା ତଥ୍ୟ

Posted On: 26 MAY 2021 9:52AM by PIB Bhubaneshwar

ସକ୍ରିୟ ମାମଲା ସଂଖ୍ୟା ପୁଣି ୨୪,୯୫,୫୯୧କୁ ଖସିଲା

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୯୧,୧୯୧ ହ୍ରାସ ହେଲା

ଦୈନିକ ୨.୦୮ ଲକ୍ଷ ମାମଲା ସହ, ନୂଆ ମାମଲା ସଂଖ୍ୟାରେ ହ୍ରାସ ଧାରା ବଳବତ୍ତର

ଏ ପର୍ଯ୍ୟନ୍ତ ଦେଶସାରା ମୋଟ ୨,୪୩,୫୦,୮୧୬ ଆରୋଗ୍ୟ ଲାଭ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୨,୯୫,୯୫୫ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି

ଲଗାତର ୧୩ ଦିନ ଧରି ଦୈନିକ ନୂଆ ମାମଲାଠାରୁ ଅଧିକ ହେଉଛି ଦୈନିକ ଆରୋଗ୍ୟ ସଂଖ୍ୟା

ଆରୋଗ୍ୟ ହାର ୮୯.୬୬%କୁ ବୃଦ୍ଧି

ସାପ୍ତାହିକ ପଜିଟିଭିଟି ହାର ଏବେ ୧୧.୪୫% ରହିଛି। 

ଦୈନିକ ପଜିଟିଭିଟି ହାର ୯.୪୨% ରହିଛି, ଲଗାତର ଦୁଇଦିନ ଧରି ଏହା ୧୦% ତଳେ ରହୁଛି ।

ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ ୨୦ କୋଟିରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି ।

ଦିନକରେ ୨୨.୧୭ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ଯାହା କି ସର୍ବାଧିକ ।

 

SR



(Release ID: 1721939) Visitor Counter : 173