ରସାୟନ ଓ ସାର ମନ୍ତ୍ରଣାଳୟ
ଓଡିଶାକୁ ମିଳିଲା ଅତିରିକ୍ତ ୫୦ ଭାଏଲ ଆମ୍ଫୋଟେରିସିନ-ବି
ମଇ ୨୧ ସୁଦ୍ଧା ଦେଶରେ ଆବଣ୍ଟିତ ହୋଇଛି ୨୩୬୮୦ ଭାଏଲ ଆମ୍ଫୋଟେରିସିନ-ବି
प्रविष्टि तिथि:
25 MAY 2021 9:07AM by PIB Bhubaneshwar
ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମଇ ୨୪, ୨୦୨୧ ସୁଦ୍ଧା ଅତିରିକ୍ତ ୧୯,୪୨୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା ଟ୍ୱିଟ କରି ଜଣାଇଛନ୍ତି । ଏଥିରୁ ଓଡିଶାକୁ ଅତିରିକ୍ତ ୫୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ।
ଏହାବ୍ୟତୀତ ସାରା ଦେଶରେ ମଇ ୨୧ ସୁଦ୍ଧା ୨୩୬୮୦ ଭାଏଲ ଆମ୍ଫୋଟେରିସିନ-ବି ଆବଣ୍ଟିତ ହୋଇଛି ।
****
SR
(रिलीज़ आईडी: 1721647)
आगंतुक पटल : 344
इस विज्ञप्ति को इन भाषाओं में पढ़ें:
Malayalam
,
Tamil
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada