ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
21 MAY 2021 1:56PM by PIB Bhubaneswar
ବିଶିଷ୍ଟ ପରିବେଶବିତ ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ସୁନ୍ଦରଲାଲ ବହୁଗୁଣା ଜୀଙ୍କ ଦେହାନ୍ତ ଆମ ରାଷ୍ଟ୍ର ପାଇଁ ଏକ ଅପୂରଣୀୟ କ୍ଷତି । ପ୍ରକୃତି ସହିତ ସୁସମ୍ପର୍କରେ ଏକାଠି ବଞ୍ଚିବାର ଆମର ଶତାବ୍ଦୀ ପୁରୁଣା ପରମ୍ପରାକୁ ସେ ଉଦଜୀବିତ କରିଥିଲେ । ତାଙ୍କର ସରଳ ଏବଂ ଆଦର୍ଶ ଜୀବନକୁ କଦାପି ଭୁଲି ହେବ ନାହିଁ । ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି” ।
**********
TRP/
(ରିଲିଜ ଆଡି: 1720665)
ପରିଦର୍ଶକ କାଉଣ୍ଟର : 199
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam