ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 13 MAY 2021 11:06PM by PIB Bhubaneshwar

ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

“ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନ ଜୀଙ୍କ ବିୟୋଗରେ ମର୍ମାହତ । ତାଙ୍କର ସମାଜ ସେବା, ଭାରତର ପ୍ରଗତି ଏବଂ ସଂସ୍କୃତି ପ୍ରତି ଗଭୀର ଆଗ୍ରହ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ସହ ମୋର ମତ ବିନିମୟକୁ ମୁଁ ସ୍ମରଣ କରୁଛି । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।"

 

**********

TRP/



(Release ID: 1718570) Visitor Counter : 134