ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ହୋମେନ ବୋର୍ଗୋହେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 MAY 2021 12:52PM by PIB Bhubaneswar

ଶ୍ରୀ ହୋମେନ ବୋର୍ଗୋହେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସାମର ସାହିତ୍ୟ ଏବଂ ସାମ୍ବାଦିକତା ପ୍ରତି ତାଙ୍କର ବଳିଷ୍ଠ ଅବଦାନ ପାଇଁ ଶ୍ରୀ ହୋମେନ ବୋର୍ଗୋହେନ ସ୍ମରଣୀୟ ହୋଇ ରହିବେ । ତାଙ୍କର କାର୍ଯ୍ୟଗୁଡିକ ଆସାମର ଜୀବନ ଏବଂ ସଂସ୍କୃତିର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥିଲା । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ଅନୁଗାମୀଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।

 

**********

TRP/


(ରିଲିଜ ଆଡି: 1718129) ପରିଦର୍ଶକ କାଉଣ୍ଟର : 186