ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁଥାଣ୍ଡୁ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 14 APR 2021 9:08AM by PIB Bhubaneswar

ପୁଥାଣ୍ଡୁ ଅବସରରେ ତାମିଲନାଡୁ ଏବଂ ବିଶ୍ଵର କୋଣ ଅନୁକୋଣରେ ବସବାସ କରୁଥିବା ସମସ୍ତ ତାମିଲ ଭଉଣୀ ଏବଂ ଭାଈମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି ଯେ, “ମହାନ ତାମିଲ ସଂସ୍କୃତି ପ୍ରଜ୍ଵଳିତ ହେଉ । ଏହି ଆନନ୍ଦ ଓ ପବିତ୍ର ଦିବସରେ, ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଶାନ୍ତି ଏବଂ ସମୃଦ୍ଧି ଭରି ଦେବା ନେଇ ମୁଁ ପ୍ରାର୍ଥନା କରୁଛି” । 

 

**********

TRP/


(ରିଲିଜ ଆଡି: 1711730) ପରିଦର୍ଶକ କାଉଣ୍ଟର : 249