ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଟେଲ ସିଇଓଙ୍କ ସହିତ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 13 APR 2021 10:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଣ୍ଟେଲ ସିଇଓ ମିଷ୍ଟର ପାଟ ଗେଲସିଙ୍ଗରଙ୍କ ସହିତ ମତ ବିନିମୟ କରିଛନ୍ତି

ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି-

“ପି ଗେଲସିଙ୍ଗର, ସିଇଓ ଇଣ୍ଟେଲଙ୍କ ସହିତ ମତ ବିନିମୟ କଲି । ମାନବ ବିକାଶ, ଡିଜିଟାଲ ଇଣ୍ଡିଆ ଏବଂ ଭାରତରେ ପୁଞ୍ଜି ବିନିଯୋଗର ସୁଯୋଗ ଉପରେ ପ୍ରଯୁକ୍ତିବିଦ୍ୟାର ଭୂମିକା ନେଇ ବ୍ୟାପକ ଆଲୋଚନା ହେଲା”

 

**********

TRP/


(रिलीज़ आईडी: 1711717) आगंतुक पटल : 204
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam