ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ନଭରେହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
                    
                    
                        
                    
                
                
                    Posted On:
                13 APR 2021 9:02AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନଭରେହ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । 
ଏକ ଟ୍ଵିଟ୍ ଜରିଆରେ ଶ୍ରୀ ମୋଦୀ କହିଛନ୍ତି-
“ସମସ୍ତଙ୍କୁ ନଭରେହର ଶୁଭେଚ୍ଛା! ନଭରେହର ସ୍ଵତନ୍ତ୍ର ଅବସରରେ ଆପଣଙ୍କର ସମ୍ପୂର୍ଣ୍ଣ ବର୍ଷଟି ଖୁସି ଏବଂ ସଫଳତାରେ ଭରି ଯାଉ ବୋଲି ପ୍ରାର୍ଥନା କରୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ମଧ୍ୟ ପ୍ରାର୍ଥନା କରୁଛି । 
 
 
**********
TRP/
 
                
                
                
                
                
                (Release ID: 1711535)
                Visitor Counter : 194
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam