ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଭିନ୍ନ ପର୍ବ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 13 APR 2021 9:16AM by PIB Bhubaneshwar

ଏହି ପର୍ବଗୁଡିକ ଭାରତର ବିବିଧତା ଏବଂ ଏକ ଭାରତ, ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରଦର୍ଶିତ କରୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏବଂ ଆଗାମୀ କିଛି ଦିନରେ ପାଳନ କରାଯିବାକୁ ଥିବା ପର୍ବଗୁଡିକ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, “ଏହି ପର୍ବଗୁଡିକ ଭାରତର ବିବିଧତା ଏବଂ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଭାବନାକୁ ପ୍ରଦର୍ଶିତ କରୁଛି”

 

**********

TRP/


(ରିଲିଜ ଆଡି: 1711530) ପରିଦର୍ଶକ କାଉଣ୍ଟର : 208