ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ 7, 2021ରେ ‘ପରୀକ୍ଷା ପେ ଚର୍ଚ୍ଚା 2021’ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 APR 2021 10:46AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 7, 2021 ସନ୍ଧ୍ୟା 7ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକଙ୍କ ସହିତପରୀକ୍ଷା ପେ ଚର୍ଚ୍ଚା 2021” କାର୍ଯ୍ୟକ୍ରମରେ ଆଲୋଚନା କରିବେ

ପ୍ରଧାନମନ୍ତ୍ରୀ ଟ୍ୱିଟ୍କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ #ExamWarriors, ଶିକ୍ଷକ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା

7 ଏପ୍ରିଲରେ 7ଟା ସମୟରେପରୀକ୍ଷା ପେ ଚର୍ଚ୍ଚାଦେଖନ୍ତୁ...

#PPC2021"

 

*********

 

P.S


(रिलीज़ आईडी: 1709630) आगंतुक पटल : 254
इस विज्ञप्ति को इन भाषाओं में पढ़ें: Kannada , Marathi , Tamil , Assamese , English , Urdu , Urdu , हिन्दी , Manipuri , Bengali , Punjabi , Gujarati , Telugu , Malayalam