ପୋଷ୍ଟ କରାଯିବା ଦିନାଙ୍କ:
04 APR 2021 8:55AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଇଷ୍ଟର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଷ୍ଟରର ଶୁଭେଚ୍ଛା!
ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଶିକ୍ଷା ଓ ବାଣୀକୁ ଆମେ ସ୍ମରଣ କରୁଛୁ । ସାମାଜିକ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ଵ କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛି” ।
**********
TRP/