ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 11 MAR 2021 6:57PM by PIB Bhubaneswar

ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମଣିଷର ଦୁଃଖ ଦୂର କରିବା ତଥା ସାମାଜିକ ସଶକ୍ତିକରଣ ଦିଗରେ ରାଜଯୋଗିନୀ ଦାଦି ହୃଦୟ ମୋହିନୀଙ୍କର ଅନେକ ଉଦ୍ୟମ ରହିଛି, ଯେଉଁଥିପାଇଁ ସେ ସ୍ମରଣୀୟ ହୋଇ ରହିବେ ବ୍ରହ୍ମ କୁମାରୀ ପରିବାରର ସକରାତ୍ମକ ବାର୍ତ୍ତା ସାରା ବିଶ୍ୱରେ ପ୍ରସାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନିଧନରେ ମୁଁ ମର୍ମାହତ ଓମ୍ ଶାନ୍ତି”

 

**********

TRP/


(रिलीज़ आईडी: 1704245) आगंतुक पटल : 221
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada