ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଆଇଏସ୍ଏଫ୍ ପ୍ରତିଷ୍ଠା ଦିବସରେ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 MAR 2021 10:58AM by PIB Bhubaneswar

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଆଇଏସ୍ଏଫ୍ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

 

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରତିଷ୍ଠା ଦିବସରେ, ସାହସୀ ସିଆଇଏସ୍ଏଫ୍ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗକୁ ଶୁଭେଚ୍ଛା ଜାତୀୟ ସୁରକ୍ଷା ଏବଂ ପ୍ରଗତିକୁ ଆଗେଇନେବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ମୂଲ୍ୟବାନ2019ରେ ସିଆଇଏସ୍ଏଫ୍  ପ୍ରତିଷ୍ଠା ଦିବସରେ ମୁଁ ଯୋଗଦେଇଥିଲିମୁଁ ସେଠାରେ ଯାହା କହିଥିଲି, ତାହା ଏଠାରେ ଅଛି

 

**********

TRP/

 


(ରିଲିଜ ଆଡି: 1703716) ପରିଦର୍ଶକ କାଉଣ୍ଟର : 200