ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ବିଶ୍ୱ ବନ୍ୟପ୍ରାଣୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ପୋଷ୍ଟ କରାଯିବା ଦିନାଙ୍କ: 03 MAR 2021 9:54AM by PIB Bhubaneswar

ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିବାଦନ ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ଵ ବନ୍ୟପ୍ରାଣୀ ଦିବସରେ ବନ୍ୟଜନ୍ତୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ଅଭିବାଦନ ଜଣାଉଛି ସିଂହ, ବାଘ କିମ୍ବା ଚିତାବାଘ ହେଉ, ଭାରତରେ ବିଭିନ୍ନ ପ୍ରାଣୀମାନଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି ଆମ ଜଙ୍ଗଲର ସୁରକ୍ଷା ତଥା ପଶୁମାନଙ୍କ ପାଇଁ ସେମାନଙ୍କ ନିରାପଦ ବାସସ୍ଥାନ ସୁନିଶ୍ଚିତ କରିବା ପାଇଁ ଆମେ ସବୁକିଛି କରିବା ଉଚିତ୍

 

**********

TRP/


(ରିଲିଜ ଆଡି: 1702244) ପରିଦର୍ଶକ କାଉଣ୍ଟର : 291