ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ତ୍ରିପୁରା ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2021 8:59AM by PIB Bhubaneswar

ରାଜ୍ୟ ପ୍ରତିଷ୍ଠା ଦିବସରେ ତ୍ରିପୁରା ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ରାଜ୍ୟ ପ୍ରତିଷ୍ଠା ଦିବସର ସ୍ଵତନ୍ତ୍ର ଅବସରରେ ତ୍ରିପୁରା ବାସୀଙ୍କୁ ଶୁଭକାମନା । ତ୍ରିପୁରା ବାସୀ ତାଙ୍କର ସଂସ୍କୃତି ଏବଂ ଦୟାଶୀଳ ହୃଦୟ ପାଇଁ ସମଗ୍ର ଭାରତରେ ପ୍ରଶଂସିତ । ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସେହି ଉତ୍ସାହ ଜାରି ରହିବା ନେଇ ଆଶା କରୁଛି । 

 

**********

TRP/


(ରିଲିଜ ଆଡି: 1690817) ପରିଦର୍ଶକ କାଉଣ୍ଟର : 152