ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2021 1:46PM by PIB Bhubaneswar

ଅଷ୍ଟ୍ରେଲିଆରେ ସଫଳତା ନେଇ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ସଫଳତା ନେଇ ଆମେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ । ଆମ ଖେଳାଳି ମାନଙ୍କର ଅସାଧାରଣ ଦକ୍ଷତା ଓ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେମାନଙ୍କର ଉତ୍ସାହ ଏବଂ ନିଷ୍ଠା ପାଇଁ ଅଭିନନ୍ଦନ! ଭବିଷ୍ୟତ ପ୍ରୟାସ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********

TRP/


(ରିଲିଜ ଆଡି: 1690081) ପରିଦର୍ଶକ କାଉଣ୍ଟର : 175