ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 JAN 2021 9:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭଲ୍ଲୁଭର ଦିବସ ଅବସରରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଥିରୁଭଲ୍ଲୁଭର ଦିବସରେ ପୂଜନୀୟ ଥିରୁଭଲ୍ଲୁଭରଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ତାଙ୍କର ଈଶ୍ଵର ପ୍ରଦତ୍ତ ପାଣ୍ଡିତ୍ୟ ଅଗାଧ ଜ୍ଞାନ ତାଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ପିଢି ପରେ ପିଢି ଧରି ଲୋକମାନେ ତାଙ୍କର ଆଦର୍ଶ ଦ୍ଵାରା ସକାରାତ୍ମକ ଭାବରେ ଅନୁପ୍ରାଣିତ ହୋଇ ଆସୁଛନ୍ତି ସମଗ୍ର ଭାରତର ଅଧିକରୁ ଅଧିକ ଯୁବପିଢି କୁରାଲ ପଢିବା ଲାଗି ମୁଁ ନିବେଦନ ଦେଉଛି

 


**********

TRP


(रिलीज़ आईडी: 1688742) आगंतुक पटल : 292
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam