ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫସଲ ବୀମା ଯୋଜନା
ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
13 JAN 2021 11:37AM by PIB Bhubaneswar
ପ୍ରଧାନମନ୍ତ୍ରୀ ଫସଲ ବୀମାଯୋଜନା ପ୍ରଣୟନର 5ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଯୋଜନାର ସମସ୍ତ ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକକାଳୀନ ଅନେକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷକମାନଙ୍କ କଠିନ ପରିଶ୍ରମର ଫଳକୁ ଅପ୍ରତ୍ୟାଶିତ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେବା ପାଇଁ ପ୍ରଣୀତ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଜି 5ବର୍ଷ ପୂର୍ଣ୍ଣ କରିଛି । ଏହି ଯୋଜନା କୃଷକମାନଙ୍କୁ ବିପୁଳ ଭାବରେ ଲାଭବାନ କରିବା, ଯୋଜନାରେ ସ୍ୱଚ୍ଛତା ରକ୍ଷା ଓ କୃଷକମାନଙ୍କର ଦାବିଗୁଡିକ ସମାଧାନ ଆଦି ବିଭିନ୍ନ ପ୍ରସଙ୍ଗରେ ମନରେ ଉଠୁଥିବା ବିଭିନ୍ନ ପ୍ରଶ୍ନର ଉତର ଏବଂ ‘ନମୋ ଆପ’ର ଗୁରୁତ୍ୱପୂର୍ଣ୍ଣ ଭୂମିକାର ବର୍ଣ୍ଣନା ଆଦି ଏହି ଟ୍ୱିଟ୍ରେ ସ୍ଥାନ ପାଇଛି ।
SSD / SLP
*****
(रिलीज़ आईडी: 1688411)
आगंतुक पटल : 241
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam