ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 02 JAN 2021 8:05PM by PIB Bhubaneswar

ମାନ୍ନାଥୁ ପଦ୍ମନାଭନଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏମ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ସମାଜସେବା, ସାମାଜିକ ନ୍ୟାୟ ଏବଂ ସାଂସ୍କୃତିକ ନବୀକରଣ ଦିଗରେ ତାଙ୍କର ଅଗ୍ରଗାମୀ ଅବଦାନ ପାଇଁ ଆଗାମୀ ପିଢି ଶ୍ରୀ ମାନ୍ନାଥୁ ପଦ୍ମନାଭନ ଜୀଙ୍କୁ କୃତଜ୍ଞତା ଜଣାଇବେ । ତାଙ୍କର ଜୀବନ ଅନ୍ୟମାନଙ୍କ ଭଲ ପାଇଁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗୀକୃତ ଥିଲା । ମୁଁ ତାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି” ।

 

Generations to come will be grateful to Sri Mannathu Padmanabhan Ji for his pioneering contribution towards community service, social justice and cultural regeneration. His was a life fully devoted to the betterment of others. I pay my humblest tributes to him on his Jayanti.

— Narendra Modi (@narendramodi) January 2, 2021

**********

 

DS/AK/TRP


(ରିଲିଜ ଆଡି: 1685703) ପରିଦର୍ଶକ କାଉଣ୍ଟର : 232