ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୱାତିନି ପ୍ରଧାନମନ୍ତ୍ରୀ ଆମ୍ବ୍ରୋସ ମାଣ୍ଡଭୁଲୋ ଡ୍ଲାମିନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
15 DEC 2020 9:56PM by PIB Bhubaneswar
ଏସୱାତିନି ସାମ୍ରାଜ୍ୟର ପ୍ରଧାନମନ୍ତ୍ରୀ ଆମ୍ବ୍ରୋସ ମାଣ୍ଡଭୁଲୋ ଡ୍ଲାମିନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ଆମ୍ବ୍ରୋସ ମାଣ୍ଡଭୁଲୋ ଡ୍ଲାମିନିଙ୍କ ଦୁଃଖଦ ମୃତ୍ୟୁ ପାଇଁ ଏସୱାତିନି ସରକାର ଏବଂ ସେଠାକାର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା । ଶୋକସନ୍ତପ୍ତ ପରିବାର ସହ ଆମର ପ୍ରାର୍ଥନା ଓ ସମବେଦନା ରହିଛି ।
**********
(रिलीज़ आईडी: 1681204)
आगंतुक पटल : 158
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam