ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା
ପୋଷ୍ଟ କରାଯିବା ଦିନାଙ୍କ:
07 DEC 2020 11:32AM by PIB Bhubaneswar
ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ବାହିନୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏକ ଟ୍ବିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସ ଆମ ସେନା ବାହିନୀ ଓ ତାଙ୍କ ପରିବାରଙ୍କୁ କୃତଜ୍ଞତା ଜ୍ଞାପନ କରିବାର ଗୋଟିଏ ଅବସର। ଦେଶ ତାଙ୍କ ସାହସିକତା ଏବଂ ନିସ୍ଵାର୍ଥପର ବଳିଦାନ ପାଇଁ ଗୌରବାନ୍ଵିତ।
ସେନା ବାହିନୀର କଲ୍ୟାଣ ପାଇଁ ଯୋଗଦାନ ଦିଅନ୍ତୁ । ଏହା ଆମର ସାହସୀ ଯବାନ ଏବଂ ତାଙ୍କ ପରିବାରଙ୍କୁ ସହାୟକ ହେବ । ”
(ରିଲିଜ ଆଡି: 1678795)
ପରିଦର୍ଶକ କାଉଣ୍ଟର : 165
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam