ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
Posted On:
03 DEC 2020 10:05AM by PIB Bhubaneshwar
ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "କୋଭିଡ-19 ପରବର୍ତ୍ତୀ କାଳରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ସମାବେଶୀ, ଦୀର୍ଘସ୍ଥାୟୀ ଓ ପୂର୍ବାପେକ୍ଷା ଉତ୍ତମ ବିଶ୍ଵ ଗଠନ" ଚଳିତ ବର୍ଷ ଜାତିସଂଘର ବାର୍ତ୍ତା ରହିଛି । ଏହାକୁ ଅନୁସରଣ କରି ଆସନ୍ତୁ ଆମ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ନିମନ୍ତେ ସମସ୍ତ ଉତ୍ତମ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରିବା । ନମନୀୟତା ଓ ସହନଶୀଳତା ଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ସଦାସର୍ବଦା ଆମକୁ ଉତ୍ସାହିତ କରିଥାନ୍ତି । ଭାରତ ବର୍ଷରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ନିଶ୍ଚୟ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ” ।
In line with the year’s @UN theme of “Building Back Better: toward a disability-inclusive, accessible and sustainable post COVID-19 World”, let us collectively keep working towards ensuring opportunity and improving accessibility for our Divyang sisters and brothers.
— Narendra Modi (@narendramodi) December 3, 2020
**********
(Release ID: 1678115)
Visitor Counter : 230
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam