ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 03 DEC 2020 10:05AM by PIB Bhubaneshwar

ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "କୋଭିଡ-19 ପରବର୍ତ୍ତୀ କାଳରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ସମାବେଶୀ, ଦୀର୍ଘସ୍ଥାୟୀ ଓ ପୂର୍ବାପେକ୍ଷା ଉତ୍ତମ ବିଶ୍ଵ ଗଠନ" ଚଳିତ ବର୍ଷ ଜାତିସଂଘର ବାର୍ତ୍ତା ରହିଛି ଏହାକୁ ଅନୁସରଣ କରି ଆସନ୍ତୁ ଆମ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ନିମନ୍ତେ  ସମସ୍ତ ଉତ୍ତମ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରିବା ନମନୀୟତା ଓ ସହନଶୀଳତା ଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ସଦାସର୍ବଦା ଆମକୁ ଉତ୍ସାହିତ କରିଥାନ୍ତି ଭାରତ ବର୍ଷରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ନିଶ୍ଚୟ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ

In line with the year’s @UN theme of “Building Back Better: toward a disability-inclusive, accessible and sustainable post COVID-19 World”, let us collectively keep working towards ensuring opportunity and improving accessibility for our Divyang sisters and brothers.

— Narendra Modi (@narendramodi) December 3, 2020

 

**********



(Release ID: 1678115) Visitor Counter : 198