ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିଷ୍ଠା ଦିବସରେ ବିଏସଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2020 9:30AM by PIB Bhubaneswar

ପ୍ରତିଷ୍ଠା ଦିବସରେ ବିଏସଏଫ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,ସମସ୍ତ ବିଏସଏଫ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଶୁଭକାମନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେଶକୁ ସୁରକ୍ଷା ଏବଂ ନାଗରିକଙ୍କୁ ସହାୟତା ପ୍ରଦାନ କାରିବା ଦିଗରେ ବିଏସଏଫ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବିଏସଏଫ ପାଇଁ ଭାରତ ଗର୍ବିତ!”

 

**********


(ରିଲିଜ ଆଡି: 1677458) ପରିଦର୍ଶକ କାଉଣ୍ଟର : 254