ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲଚିତ ଦିବସରେ ଲଚିତ ବୋରଫୁକନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 24 NOV 2020 2:22PM by PIB Bhubaneswar

ଲଚିତ ଦିବସରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଚିତ ବୋରଫୁକନଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵତନ୍ତ୍ର ଲଚିତ ଦିବସ ଅବସରରେ ସାହସୀ ଲଚିତ ବୋରଫୁକନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ ସେ ଜଣେ ଅତ୍ୟନ୍ତ ଉତ୍ତମ ନେତା ଏବଂ ରଣନୀତିରେ ନିପୁଣ ବ୍ୟକ୍ତି ଥିଲେ ସେ ଆସାମ ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗରିବ ଏବଂ ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ଦିଗରେ ମଧ୍ୟ ସେ ଅନେକ କାର୍ଯ୍ୟ କରିଥିଲେ 

 

**********


(ରିଲିଜ ଆଡି: 1675409) ପରିଦର୍ଶକ କାଉଣ୍ଟର : 234