ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2020 6:32PM by PIB Bhubaneswar

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଶ୍ରୀ ତରୁଣ ଗୋଗୋ ଜୀ ଜଣେ ଲୋକପ୍ରିୟ ନେତା ଏବଂ ଅନୁଭୂତି ସମ୍ପନ୍ନ ପ୍ରଶାସକ ଥିଲେ ବହୁ ବର୍ଷର ରାଜନୈତିକ ଅଭିଜ୍ଞତା ତାଙ୍କ ନିକଟରେ ଥିଲା ତାଙ୍କ ବିୟୋଗରେ ମର୍ମାହତ ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ଓମ ଶାନ୍ତି

 

**********


(ରିଲିଜ ଆଡି: 1675163) ପରିଦର୍ଶକ କାଉଣ୍ଟର : 236